Indus Valley Times

ସିଲ୍ ହେଲା ଜନସେବା କେନ୍ଦ୍ର, ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ

 Breaking News

ସିଲ୍ ହେଲା ଜନସେବା କେନ୍ଦ୍ର, ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ

ସିଲ୍ ହେଲା ଜନସେବା କେନ୍ଦ୍ର, ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ପରେ ଆକ୍ସନ
September 12
17:20 2024

ଖୋର୍ଦ୍ଧା , ୧୨/୯ : ସିଲ୍ ହେଲା ଜନସେବା କେନ୍ଦ୍ର । ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ ହୋଇଛି । ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଏହି କେନ୍ଦ୍ରରେ ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଏହି ଜନସେବା କେନ୍ଦ୍ରକୁ ସିଲ୍ କରିଛି ।
ସୂଚନା ଅନୁଯାୟୀ ଏହି କେନ୍ଦ୍ରକୁ ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଆସୁଥିବା ହିତାଧିକାରୀଙ୍କୁ ଟଙ୍କା ମଗାଯାଉଥିଲା ନେହେଲେ ଫର୍ମ ଡିଜିଟାଇଜେସନ୍ ହୋଇପାରିପାରିବନି ବୋଲି ସେଠାରେ ଥିବା କାର୍ଯ୍ୟକର୍ତା ରୋକଠୋକ ଶୁଣାଇ ଫେରାଇ ଦେଉଥିଲେ ତେବେ କିଛି ଆବେଦନକାରୀ ଏନେଇ ଅଭିଯୋଗ କରିବା ପରେ ଜିଲ୍ଲାପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930