Indus Valley Times

ଏକ ଟନ୍ କଇଁଛ ଜବତ, ୨ ଗିରଫ

 Breaking News

ଏକ ଟନ୍ କଇଁଛ ଜବତ, ୨ ଗିରଫ

ଏକ ଟନ୍ କଇଁଛ ଜବତ, ୨ ଗିରଫ
September 30
18:54 2024

ମାଲକାନଗିରି, ୩୦/୯ : କଇଁଛ ଚୋରା ଚାଲାଣ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ପାଖାପାଖି ୧ ଟନ୍ କଇଁଛ ଜବତ କରାଯାଇଛି ।
ଓଡ଼ିଶା ଏବଂ ଆନ୍ଧ୍ର ସୀମା ନିକଟବର୍ତ୍ତୀ ରାଜୁଲୁକୋଣ୍ଡା ନିକଟରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ କଇଁଛ ଚୋରାଚାଲାଣକୁ ରୋକିଛି । ୩୫ଟି ବସ୍ତାରେ କଇଁଛକୁ ପ୍ୟାକ୍ କରି ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30