Indus Valley Times

ବୌଦ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ କାୟାକଳ୍ପ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

 Breaking News

ବୌଦ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ କାୟାକଳ୍ପ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

December 19
21:54 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୧୨ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ମଷମ ବାଉଁଶିନି ଠାରେ ଆଜି ୧୯/୧୨/୨୪ ରିଖ ରେ ୨୦୨୩ -୨୪ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାୟକ୍ଷକଳ୍ପ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା।। ଏହି ସଭା ରେ ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସିଡିଏମଓ Dr. ଜୟକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ ଏଂବ Dr . antaryami Behera ଙ୍କ ପରିଚାଳନା ରେ ଏହି ସଭା ଅନୁଷ୍ଠିତ ହେଇଥିଲା।
ବିଭିନ୍ନ ମେଡ଼ିକାଲ୍ କ୍ଟଲଲସମରକ୍ସ,ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା community health officer ଏବଂ anm , ନର୍ସିଂ officer ,health supervisor,ଏବଂ ନିର୍ମଳା ଷ୍ଟାଫ୍ ମାନେ ଉପସ୍ଥିତ ଥିଲେ ।
୨୦୨୧-୨୦୨୨,୨୦୨୨-୨୩ ଏବଂ ୨୩-୨୪ ରେ କ୍ରମାଗତ ଭାବରେ ୩ଥର CHC baunsini Kayakalpa ବିଜେତା ହେଇଥିବା ବେଳେ AAM sc, ମୁକୁନ୍ଦପୁର AAm -sc, balasinga AAM sc ,gochhapada Aam -sc ଅନ୍ତର୍ଗତ ବିଭିନ୍ନ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମଧ୍ୟ ୨୦୨୨ -୨୩ ରେ ୨୩-୨୪ ରେ ବିଜେତା ହେଇଥିଲେ ଯେପରିକି ମୁଣ୍ଡପଡ଼। AAM sc, ମୁକୁନ୍ଦପୁର AAm -sc, balasinga AAM sc ,gochhapada Aam -sc ବିଜେତା ହେଇଥିବା ବେଳେ baunsini chcପୁର ସ୍କାର ମଧ୍ୟ ପାଇଥିଲେ।ଆଜି ତାଙ୍କୁ ଏହି ସମ୍ବର୍ଧନା ଉଛବ ରେ ପୁରସ୍କୃତ କଲେକ୍ଟର ଙ୍କ ଦ୍ଵାରା କରାଗଲା ଏବଂ ବିଭିନ୍ନ ନିର୍ମଳ ଷ୍ଟାଫ୍ ମାନେ ସ୍ୱଛତା କାର୍ଯ୍ୟ ପାଈଁ ମଧ୍ୟ ପୁରସ୍କୃତ ହେଇଥିଲେ ।
ଆୟଶ୍ମାନ୍ ଆରୋଗ୍ୟ ମନ୍ଦିର ରେ କାର୍ଯ୍ୟରତ ଥିବା community helath officers mankara ନିଷ୍ଠା ପର ସେବା ଏବଂ ତାଙ୍କର team anm ନିଷ୍ଠା ପର ସେବା ଏବଂ ତାଙ୍କର team anm ଆଶା ମକ୍ଷନକର ସୋହିଯୋଗ ଓ ପରିଶ୍ରମ ଫଳରେ ସେମାନେ Kayakalpaର ବିଜେତା ହେଇଥିବା ବେଳେ ଏହି ପରି ଉତ୍ତମ ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ଏବ ପ୍ରତିବର୍ଷ ପରି ରାଜ୍ୟ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହେଉଥବା ଏହି Kayakalpa ପ୍ରତିଯୋଗିତା ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବେ ବୋଲି ଏହି ସମ୍ବର୍ଧନା ଜନେଇ CHC baunsini Kayakalpa ଅଧୀନ ରେ ଥିବା ଅନ୍ୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ତାଙ୍କର ର team ମାନେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ସେବା ପ୍ରଦାନ କରିବେ ବୋଲି ଆଶା କରାଯାଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031