Indus Valley Times

ଟ୍ରପ୍ ଲାଇନ୍ ପ୍ରଭାବରେ ଆଜି ୮ ଜିଲ୍ଲାକୁ ବର୍ଷା ଅନୁମାନ, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ୧ରୁ ବଢ଼ିବ ତାତି

 Breaking News

ଟ୍ରପ୍ ଲାଇନ୍ ପ୍ରଭାବରେ ଆଜି ୮ ଜିଲ୍ଲାକୁ ବର୍ଷା ଅନୁମାନ, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ୧ରୁ ବଢ଼ିବ ତାତି

ଟ୍ରପ୍ ଲାଇନ୍ ପ୍ରଭାବରେ ଆଜି ୮ ଜିଲ୍ଲାକୁ ବର୍ଷା ଅନୁମାନ, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ୧ରୁ ବଢ଼ିବ ତାତି
February 24
10:37 2025

ଭୁବନେଶ୍ୱର, ୨୪/୨ : ଆଜି ରାଜ୍ୟର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ମୟୂରଭଞ୍ଜ , ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ଆଜି ବର୍ଷା ଏବଂ କୋହଲା ପାଗ ଅନୁଭୂତ ହେବାକୁ ଥିବା ବେକେ କାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ। ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ।
ଆସନ୍ତା ୨୭, ୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢିପାରେ। ୧ତାରିଖରୁ ତାତି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପରିକି ପାଗ ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930