Indus Valley Times

ଭୟଙ୍କର ଶବ୍ଦରେ ଥରିଲା ରାଜଧାନୀ, ସକାଳୁ ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବୋମା ମାଡ଼

 Breaking News

ଭୟଙ୍କର ଶବ୍ଦରେ ଥରିଲା ରାଜଧାନୀ, ସକାଳୁ ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବୋମା ମାଡ଼

ଭୟଙ୍କର ଶବ୍ଦରେ ଥରିଲା ରାଜଧାନୀ, ସକାଳୁ ସକାଳୁ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବୋମା ମାଡ଼
November 28
12:25 2025

ଭୁବନେଶ୍ୱର, ୨୮/୧୧ : ଗାଡ଼କଣରେ ବୋମା ମାଡ଼। କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ଫୁଟିଲା ବୋମା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ। ସକାଳ ୮ ବେଳେ ଫୁଟିଲା ବୋମା। ଦୃର୍ବୃତ୍ତ ମାନେ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ।
ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛନଭିନ୍। କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୋଲିସ। କିଏ କେଉଁଠାକୁ ଆଉ କେଉଁ ଆଡେ ବୋମା ନେଉଥିଲେ ତାର ତନାଘନା କରୁଛି ପୋଲିସ। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ଚାଲିଛି ଯାଞ୍ଚ୍।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031