Indus Valley Times

ବକ୍ସିବଜ଼ାର ବି କେ କେନ୍ଦ୍ରରେ ସ୍ବର୍ଗତ କମଲେଶଙ୍କ ପାଇଁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ସଭା

 Breaking News

ବକ୍ସିବଜ଼ାର ବି କେ କେନ୍ଦ୍ରରେ ସ୍ବର୍ଗତ କମଲେଶଙ୍କ ପାଇଁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ସଭା

December 11
17:43 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ,୧୧/୧୨: ଓଡିଶା ମୁଖ୍ୟ ସ୍ବର୍ଗତ ବି କେ କମଲେଶ ଓଡ଼ିଶାରେ ୩୦୦ ବ୍ରହ୍ମା କୁମାରୀଙ୍କୁ ଏହି ଜ୍ଞାନରେ ଆଣିଥିଲେ।
ତାଙ୍କରି ଉଦ୍ୟମରେ ଓଡିଶା ଶାଖା ୧୯୭୩ ରେ ଶୁଭାରମ୍ଭ ହୋଇ ଅନେକ ଶାଖା ରାଜ୍ୟର ବିଭୀର୍ଣ୍ଣ ସ୍ଥାନରେ ଖୋଲି ଜ୍ଞାନ ଓ ଧ୍ୟାନ ର ପ୍ରସାର ଲାଭ କରିଛି।
ମ।ଉଣ୍ଟ ଆବୁ ରୁ ବି କେ କଳ୍ପତରୁ ଜନ୍ମ ମୃତ୍ୟୁ ମଧ୍ୟରେ କିପରି ଶ୍ରେଷ୍ଠ ଜୀବନ ନିର୍ବାହ କରହେବ ସେ ସମ୍ପର୍କରେ କହିଥିଲେ।
କେନ୍ଦ୍ର ମୁଖ୍ୟ ଝୁନୁ ଭଉଣୀ ତାଙ୍କର ଶୋକାକୁଳ ହୃଦୟସ୍ପର୍ଶୀ ଭାବାବେଗ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କୁ ଆକୃଷ୍ଟ କରିଥିଲେ। ବି କେ ନଗେନ୍ଦ୍ର,ରମେଶ,ଜୟନ୍ତୀ ଆଦି କହିଥିଲେ। ବିକେ ପ୍ରତିମା ସହାୟତା କରିଥିଲେ।
ଆସନ୍ତା ୧୪ ତାରିଖରେ ଫୁଲନଖରା ନିଆଳି ରାସ୍ତା ସ୍ଥିତ ବି କେ ମୁଖ୍ୟ କେନ୍ଦ୍ର ବିଶ୍ୱ ଶାନ୍ତି ସରୋବରରେ ସ୍ବର୍ଗତ କମଲେଶ ଭଉଣୀଙ୍କ ମର୍ମସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ସଭା ରେ ରାଜ୍ୟର ବହୁ ଆତ୍ମା ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031