Indus Valley Times

ରାଜ୍ୟରେ ତେଲ ନିଅଣ୍ଟ ହେବ ନାହିଁ, ଭରପୁର ମାତ୍ରାରେ ମହଜୁଦ୍ ଅଛି-ଯୋଗାଣ ମନ୍ତ୍ରୀ

 Breaking News

ରାଜ୍ୟରେ ତେଲ ନିଅଣ୍ଟ ହେବ ନାହିଁ, ଭରପୁର ମାତ୍ରାରେ ମହଜୁଦ୍ ଅଛି-ଯୋଗାଣ ମନ୍ତ୍ରୀ

ରାଜ୍ୟରେ ତେଲ ନିଅଣ୍ଟ ହେବ ନାହିଁ, ଭରପୁର ମାତ୍ରାରେ ମହଜୁଦ୍ ଅଛି-ଯୋଗାଣ ମନ୍ତ୍ରୀ
March 07
15:01 2026

ଭୁବନେଶ୍ୱର, ୭/୩ : ଯୁଦ୍ଧ ପାଇଁ ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳଯୁଦ୍ଧ ପାଇଁ ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କା ପରିଲକ୍ଷିତ ହୋଇଛି।
ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। କିଏ ଗାଡ଼ି ଟାଙ୍କି ଫୁଲ୍ କରୁଛି ତ ଆଉ କିଏ ବ୍ୟାରେଲ୍ ତେଲ ବୋହି ନେଉଛି। ସେପଟେ କିନ୍ତୁ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ ସମ୍ପାଦକ କହିଛନ୍ତି ତେଲର କୌଣସି ଅଭାବ ନାହିଁ। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମହଜୁଦ୍ ଅଛି।
ଯୋଗାଣ ମନ୍ତ୍ରୀ କହିଛନ୍ତି, \’ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ଵାସ କରନ୍ତୁ ନାହିଁ। କେବଳ ସରକାରୀ ତଥ୍ୟ ଉପରେ ବିଶ୍ଵାସ କରନ୍ତୁ। ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି। କଳାବଜାରୀ ଉପରେ ନଜର ରଖନ୍ତୁ। ଦରକାର ପଡିଲେ ଆକ୍ସନ ନେବୁ। ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ। ଭୟଭୀତ ହୁଅନ୍ତୁ ନାହିଁ\’।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031