Indus Valley Times

ଟିପିଏସଓଡ଼ିଏଲ ଅଧୀନରେ କାର୍ଯ୍ୟରତ ବୁଦ୍ଧ ବିଲଡ଼ର୍ସର ସୁପରଭାଇଜର ଏବଂ ମିଟର ରିଡର ବୈଠକ

 Breaking News

ଟିପିଏସଓଡ଼ିଏଲ ଅଧୀନରେ କାର୍ଯ୍ୟରତ ବୁଦ୍ଧ ବିଲଡ଼ର୍ସର ସୁପରଭାଇଜର ଏବଂ ମିଟର ରିଡର ବୈଠକ

ଟିପିଏସଓଡ଼ିଏଲ ଅଧୀନରେ କାର୍ଯ୍ୟରତ ବୁଦ୍ଧ ବିଲଡ଼ର୍ସର ସୁପରଭାଇଜର ଏବଂ ମିଟର ରିଡର ବୈଠକ
August 17
14:47 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କାର୍ଯ୍ୟରତ ସମସ୍ତ ସୁପରଭାଇଜର ମିଟର ରିଡର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଟିପିଏସଓଡ଼ିଏଲ ଦାଇତ୍ୱ ନେଲା ପରେ ଆରମ୍ଭ ହୋଇଛି (ଏମବିସି ) ଅର୍ଥାତ ମିଟର ବିଲିଙ୍ଗୀ ବିଲ କଲେକ୍ସନ । ବାଲିଗୁଡା, ଦାରିଙ୍ଗବାଡି, ତୁମୁଡିବନ୍ଧ ସେକ୍ସନରେ ୭୮୫୨୯ ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସରେ ଠିକ ସମୟରେ ଘର ଘର ଯାଇ ବିଲ ପୈଠ କରିବେ ।
ମିଟର ରିଡର ଯାହାରି ଫଳରେ ବିଦ୍ୟୁତ ଉପଭୋକ୍ତା ମାନେ ଜାଣି ପାରିବେ ସେ ଯେଉଁ ବିଦ୍ୟୁତ ବ୍ୟବହାର କରୁଛନ୍ତି ତାହାର ସଠିକ ମୂଲ୍ୟର ବିଲ ପାଇଁ ପାରୁଛନ୍ତି କି ନାହିଁ ।
ଯଦି କୌଣସି ମିଟର ରିଡର ବିଦ୍ୟୁତ ଉପଭୋକ୍ତାଙ୍କ ବିଲ ଭୁଲ କରେ ତେବେ ମିଟର ରିଡର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି । ବୁଦ୍ଧ ବିଲଡ଼ର୍ସର ସିଓ ଶଶାଙ୍କ ଝା ବିଦ୍ୟୁତ ଉପଭୋକ୍ତା ମାନେ ପ୍ରତେକ ମାସରେ ବିଲ ପାଇଲା ପରେ ଉପଭୋକ୍ତାଙ୍କ ଠାରୁ ପ୍ରତେକ ମାସରେ ବିଲ ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛି । ବୁଦ୍ଧ ବିଲଡ଼ର୍ସ ଯାହାରି ଫଳରେ ବିଦ୍ୟୁତ ଉପଭୋକ୍ତା ମାନେ ଆଉ ମାସ ମାସ ଧରି ବିଦ୍ୟୁତ ବିଲ ବକେୟା ରଖି ପାରିବେ ନାହିଁ ।
ଏହି ବୈଠକରେ ବିଲିଙ୍ଗ ଇନଚାର୍ଜ ବିମଲ ତ୍ରିପାଠୀ, ଫୁଲବାଣୀ ଡାଟା ଅପେରେଟର ଶିବ ପ୍ରସାଦ ପାତ୍ର, ବାଲିଗୁଡା ସୁପରଭାଇଜର ଅଶୋକ ମହାନ୍ତି, ଦାରିଙ୍ଗବାଡି ସୁପରଭାଇଜର ସୁଶାନ୍ତ କୁମାର ସାହୁ, ତୁମୁଡିବନ୍ଧ ସୁପରଭାଇଜର ଶରତ ପଟ୍ଟନାୟକଙ୍କ ସମେତ ମିଟର ରିଡର ପ୍ରଭାତ ମହାରଣା, ସୁକାନ୍ତ ପାଣିଗ୍ରାହୀ, ନିଳାଞ୍ଚଳ ପାତ୍ର, ଭଜମନ ପାତ୍ର, ଅଜୟ ସାହୁ, ରମେଶ ସାହୁ, ଲିମନ ଦିଗାଲ, ଶ୍ୟାମ ଘନ ପ୍ରଧାନ, ଅର୍ଜୁନ ଛାଟିଆ, ମଦନ ପାତ୍ର, ସିଦ୍ଧେଶ୍ୱର ପୃଷ୍ଟି ପ୍ରମୁଖ ମିଟର ରିଡର ଉପସ୍ଥିତ ଥିଲେ ।
କିଭିଳି ବିଦ୍ୟୁତ ଉପଭୋକ୍ତାଙ୍କ ପାଖରେ ପ୍ରତେକ ମାସର ଠିକ ସମୟରେ ବିଲ ପହଞ୍ଚାଇବେ ଏବଂ ଉପଭୋକ୍ତାଙ୍କୁ ବୁଝାଇ କିଭିଳି ପ୍ରତେକ ମାସରେ ବିଲ ପୈଠ କରିବାକୁ କହିବେ ତାହା ସହ ମୋବାଇଲକୁ ମେସେଜ ଜରିଆରେ ସୂଚନା ପ୍ରଦାନ କରିବେ ବୋଲି ଇନଚାର୍ଜ ବିମଲ ତ୍ରିପାଠୀ କହିଛନ୍ତି । ଠିକ ସମୟରେ ଅନ ଲାଇନ ହେଉ କିମ୍ବା ଅଫ ଲାଇନରେ ବିଲ ପୈଠ କରିବେ ବିଦ୍ୟୁତ ଉପୋଭକ୍ତ।
ମିଟର ରିଡରଙ୍କୁ ଏହି ବିଷୟରେ ତାଲିମ ଦିଆଯିବା ସହ ମିଟର ରିଡର ଘର ଘର ବୁଲି ବକେୟା ଥିବା ବିଲ ଆଦାୟ କରିବେ ବୋଲି ବୁଦ୍ଧ ବିଲଡ଼ର୍ସ ପରିଚାଳକ ପ୍ରଭାସ ଝା, ୟୋଗସ କୁମାର ଦେବାର ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930