ଭୁବନେଶ୍ୱର, ୧୨/୯ : କୋରାପୁଟର ପାହାଡ଼ିଆ କଫି ବଗିଚାରୁ ସିଧା ବିଶ୍ୱସ୍ତରୀୟ ଈଜଓଉଝ ମଞ୍ଚ ପର୍ୟ୍ୟନ୍ତ। ନୂଆଦିଲ୍ଲୀରେ ଆୟୋଜିତ BRICS India Summit ୨୦୨୬ରେ କୋରାପୁଟ କଫି ସ୍ଥାନ ପାଇବା ପରେ ଗର୍ବ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Odia News
ଭୁବନେଶ୍ୱର, ୧୨/୯ : ଓଡ଼ିଶାରେ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଶାବକକୁ ନେଇ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ବଙ୍ଗୀୟ ବାପା–ପୁଅଙ୍କ ସହ ୩ ଜଣଙ୍କୁ ଉଠାଇଛି ଏସଟିଏଫ। ସୂଚନା
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୧/୯ : ସ୍ମୃତି,ସମ୍ପର୍କ ଓ ସେବାର ଏକ ଅନନ୍ୟ ମିଳନର ସାକ୍ଷୀ ହୋଇଛି ବଲାଙ୍ଗିର।ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, କଦମପଡ଼ା ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଭାବାବେଗପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୯ : ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ପାଳନ ଅବସରରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମେଳା” ଆଜି ବୌଦ୍ଧର ମର୍ଜାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୯ : ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ ପାଳନ ଅବସରରେ “ଆମ ଖାଦ୍ୟ ଆମ ସଂସ୍କୃତି – ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମେଳା”
ତପସ୍ୱିନୀ ସାହୁଭୁବନେଶ୍ୱର, ୧୧/୯ : ପୁଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୁଲିସ ପକ୍ଷରୁ
ପୁରୀ, ୧୧/୯: ଐତିହାସିକ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାରେ ଅବଦାନ ପାଇଁ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାଏକ, ଆଇପିଏସ୍ଙ୍କୁ ‘ବିଶ୍ୱନିୟମ୍ତାଙ୍କ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୯: ଖୋରଧା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ବୁଧବାର ଏକ ବିସ୍ତୃତ ସମୀକ୍ଷା
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, 10/9 : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ,ବଲାଙ୍ଗିରର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaint Committee) ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA),ବଲାଙ୍ଗିରର
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୯ : ଓଡ଼ିଶା ସରକାରଙ୍କ ସଚିବ ଶ୍ରୀ ଭୁପିନ୍ଦର ସିଂହ ପୁନିଆ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ






