ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼, ୫/୧୨ : ରାୟାଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳରେ ଥିବା ସିଜିମାଳୀ ବେଦାନ୍ତ ଆଲୁମିନିୟମର ମାଲିକାନା ଦାଇତ୍ୱରେ, ସିଜିମାଳି ବକ୍ସାଇଟ୍ ଖଣି ଖନନ ଅନୁମତି ମିଳିଲେ କାଶୀପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ସାମାଜର ଵିକାଶ ହେବାସ୍ୱେତେ ଅର୍ଥନତିକ
Odia News
ଭୁବନେଶ୍ୱର, ୫/୧୨ : ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।ଲିଙ୍ଗରାଜ ଥାନା
ପ୍ରମୋଦ ସାହୁକାରଙ୍କ ରିପୋର୍ଟଋାୟଗଡ଼ା, ୫/୧୨: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଆଶ୍ରମ ବିଦ୍ୟାଳୟ ବୁଡୁବାଲି ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ତିରିଶ ଜଣ ୩ୟ ଓ ୩୦ଜଣ ୯ମ ଶ୍ରେଣୀ ଛାତ୍ର
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୧୨ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଗ୍ରାମରେ ନୂତନ ଭାବେ ନିର୍ମିତ ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ଯୁଗ୍ମ ଭବ୍ୟ ମନ୍ଦିର ପ୍ରତିଷ୍ଠା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜଗତି ଗ୍ରାମଠାରେ
ପୁରୀ, ୪/୧୨ : ଗୁଳି ଗୋଳା ବାରୁଦ, ହେଲିକପ୍ଟରରେ ସୁ ସୁ ଗର୍ଜନରେ କମ୍ପୁଛି ପୁରୀ ବେଳାଭୂମି । କେତେବେଳେ ଜଳ ଭିତରେ ଶତ୍ରୁକୁ ବିନାଶ କରୁଛନ୍ତି
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୪/୧୨: ମହିଳା ଓ ଯୁବ ବର୍ଗଙ୍କୁ ଆତ୍ମନିର୍ଭର ଓ ସ୍ଵାବଲମ୍ବୀ କରିବା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଅଭିନବ ପଦକ୍ଷେପ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ /ହରଭଙ୍ଗା ,୪/୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ କୁମାରୀ ଗ୍ରାମରେ ବୌଦ୍ଧ ପାଳଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର
ପୁରୀ, ୪/୧୨ : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ପୁରୀରେ ବିଭିନ୍ନ କାର୍ଯ୍ୟରେ ଯୋଗ ଦେବେ ରାଷ୍ଟ୍ରପତି । ପୁରୀରେ
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର,୪/୧୨: ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚନ୍ଦ୍ରପୁର ଠାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇ ଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ
ମାଲକାନଗିରି, ୪/୧୨: ଭୂମିକମ୍ପରେ ଥରିଲା ମାଲକାନଗିରି। ମୁଲୁଗୁ ଜିଲ୍ଳାରେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁର ଆଦି ସ୍ଥାନରେ ସକାଳୁ ସକାଳୁ ଭୂକମ୍ପର ଝଟକା ଅନୁଭୂତ






