Indus Valley Times

Odia News

କାଳ ହେଲା ସମ୍ପତ୍ତି ଲୋଭ, କିନ୍ନର ପ୍ରେମିକା ସହ ମିଶି ବାପା ଜୀବନ ନେଲା ପୁଅ

ଗଞ୍ଜାମ, ୧୯/୮ : ନିଶାଗ୍ରସ୍ତ ବେକାର ପୁଅକୁ ଘାରିଲା ବାପାର ପେନସନ୍ ଟଙ୍କା । ମାତ୍ର ବୃଦ୍ଧ ବାପା ଏହାକୁ ବିରୋଧ କରିବାରୁ ପାଲଟିଗଲା ଶତ୍ରୁ। ଦିନେ ଯେଉଁ ବାପା ହାତ ଧରି ଚାଲିବା ଶିଖାଇଥିଲା, ତାକୁ ଅତି ନିର୍ମମ ଭାବେ

Read Full Article

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର,୧୯/୮: ଭାଇ-ଭଉଣୀର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ ରାଖୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାଖୀ ବାନ୍ଧି ଭାଇର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାଏ।ଆଉ ବଦଳରେ ଭାଇ, ତା’ ଭଉଣୀକୁ ରକ୍ଷା କରିବାର ସଂକଳ୍ପ ବି ନେଇଥାଏ। ଏହି ଅବସରରେ

Read Full Article

ଆଜି ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ

ଭୁବନେଶ୍ୱର, ୧୯/୮: ଭାଇ-ଭଉଣୀର ସଂପର୍କକୁ ଅଧିକ ମଜବୁତ କରିଥାଏ ରାକ୍ଷୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ଆଉ ବଦଳରେ ଭାଇ, ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ

Read Full Article

ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

    ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଭୁବନେଶ୍ବର, ୧୮/୮ : ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ।ଓଡ଼ିଶାରେ ପ୍ରସିଦ୍ଧ ଜଟଣୀ, ତାଳଚେର, ଦେବଗଡ଼ ସମେତ କଟକ ଓ ଭୁବନେଶ୍ବରରେ

Read Full Article

ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ, ମଧୁପାଟଣା ରାଜେନ୍ଦ୍ର ନଗରରେ ପୋଲିସର ଛାନଭିନ୍

ଭୁବନେଶ୍ବର, ୧୮/ ୮: ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲାରେ ପୁଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ। କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍‌-ଅପ।

Read Full Article

ଠିକାଦାର ଓ ଜେ ଇର ମଧୁଚନ୍ଦ୍ରିକା,ରାସ୍ତା ନିମ୍ନ ମାନର ଅଭିଯୋଗ

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୮/୮ : ଆଗଲପୁର (ଡୁଡୁକା )ବ୍ଲକ ରେ ଜଳ ସଂପଦ ବିଭାଗ କିଭଳି ନିମ୍ନମାନର ରାସ୍ତା କାମ କରିଛି ତାର ବାସ୍ତବ

Read Full Article

ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ଗିରଫ

  ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍‌ଫୋର୍ସମେଣ୍ଟ ଆସିଷ୍ଟାଣ୍ଟ କମିଶନର ଗିରଫ

ଭୁବନେଶ୍ବର, ୧୮/୮: ଯାଜପୁର ସିଟି ଆଣ୍ଡ ଜିଏସଟି ଏନଫୋର୍ସମେଣ୍ଟ ସହକାରୀ କମିସନର ବିନୟ ଭୂଷଣ ତ୍ରିପାଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ।ସରକାରୀ ଟିକସ ହେରଫେର ଅଭିଯୋଗରେ ତାଙ୍କ ଘରେ

Read Full Article

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ, ୫୮ ବର୍ଷରେ ଆଖିବୁଜିଲେ ଝିଙ୍ଗିଆ ଓରାମ

ଭୁବନେଶ୍ୱର,୧୮/୮: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସ୍ତ୍ରୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଶନିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Read Full Article

ଖୁସି ଖବର; ରାସନକାର୍ଡ ହିତାଧିକାରୀ ପାଇବେ ଚାଉଳ ସହ ଗହମ

ଭୁବନେଶ଼୍ବର, ୧୭/୮: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସିଖବର । ଏଣିକି ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚଉଳ ସହ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର

Read Full Article

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୭/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା

Read Full Article

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930