ଭୁବନେଶ୍ୱର,୧୧/୨: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ (Co-Branding) କାର୍ଯ୍ୟକାରୀ କରାଯିବ ।ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ ।
Technology
ଭୁବନେଶ୍ୱର,୧୧/୨ : ବହୁ ପ୍ରତିକ୍ଷାର ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ କରାଯାଇଛି।ମଙ୍ଗଳବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି
ବରଦା ଦାସଙ୍କ ରିପୋର୍ଟକଟକ ,୧୧/୨ : ଗାୟତ୍ରୀ ମନ୍ତ୍ର ରୁକ୍ ବେଦର ଅନ୍ତର୍ଗତ । ମନନ ତ୍ରାୟତି ଇତି ମନ୍ତ୍ର । ମଣିଷ ଭାଗ୍ୟ ନିର୍ମାଣ କରିବାର ସୂତ୍ର ମନ୍ତ୍ର ।ବେଦ ମନ୍ତ୍ର ୨୪ ଅକ୍ଷର ମାତ୍ର ଗାୟତ୍ରୀ ମନ୍ତ୍ର ୨୯
ପୁରୀ, ୧୧/୨ : ପଞ୍ଜିକା ସମନ୍ଵୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି
ଭୁବନେଶ୍ବର, ୧୧/୨: ରାଜଧାନୀରେ ଏକ ଫ୍ଲାଏ ଓଭର କାମ ଆମ୍ଭ ହେବ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏ ଓଭର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ଏନେଇ
ଭୁବନେଶ୍ୱର,୧୧/୨ : ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଥିବା ମହିଳା କମିଶନ କ୍ଷମତାହୀନ । କମିଶନଙ୍କ ଅଧିକାର ସମନ୍ କରିବା, ଡାକିବା, ଏବଂ ଦଣ୍ଡିତ କରିବା
ଭୁବନେଶ୍ୱର, ୧୦/୨ : ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ହେବାକୁ ଯାଉଛି ମହିଳା ଜନଶୁଣାଣୀ କାର୍ୟ୍ୟକ୍ରମ । ଭୁବନେଶ୍ୱର ମହାନଗର ନିଗମର ଏକାମ୍ର ହଲରେ ଏହି କାର୍ଯ୍ୟକ୍ରମ କରାଯିବ
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୦/୨: ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବର ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହ ଅନୁଷ୍ଠିତ ହୋଇଛି। ଫେବୃଆରୀ ୬ରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୦/୨ : ଯଶସ୍ବୀପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ରମୋଦି ଆଜି ଦେଶର ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ସହ ପରୀକ୍ଷାପେ ଚର୍ଚାକାର୍ଯ୍ୟକ୍ରମ ଶୃଙ୍ଖଳାର ଅଷ୍ଟମସଂସ୍କରଣ ଅବସରରେ
ଯୋଡ଼ା, ୧୦/୨ : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ






