Indus Valley Times

ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

 Breaking News

ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ସଦର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
April 11
12:09 2023

Landless people led by Bikram Panda meet Sadar Tehesildar, submits memorandum
By Sudam Kumar Patra
Balasore, April 11: : ବାଲେଶ୍ୱରର ଯୁବ ନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ସଦର ବ୍ଲକ ଅଧିନସ୍ଥ ପରିଖି ପଞ୍ଚାୟତ ର ୩୦୦ ରୁ ଉର୍ଦ୍ଧ ଭୂମିହୀନ ପରିବାରର ମହିଳାମାନେ ଭୂମିହୀନ ଯୋଜନାରେ ସୁବିଧା ପାଇପାରୁନାହାନ୍ତି । ସରକାରଙ୍କ ଅନେକ ଯୋଜନା ର ସେମାନଙ୍କ ପାଇଁ ସାତସପନ୍ ହୋଇ ରହିଛି । ସେହି ଯୋଜନା ର ସୁବିଧା ପାଇଁ
ସୋମବାର ଦିନ ତହସିଲଦାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ ।
ତହସିଲଦାର ନିର୍ଲିପ୍ତା ମହାନ୍ତି ଦାବି ଅତ୍ୟନ୍ତ ଜରୁରୀ ବୋଲି ହୃଦବୋଧ କରିବା ସହ ନେତୃତ୍ଵ ନେଉଥିବା ବାଲେଶ୍ୱର ର ଜଣେ ଦରଦୀ ମଣିଷ ବିକ୍ରମ ପଣ୍ଡାଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଏକ ମାସ ମଧ୍ୟରେ ଯଥା ସମ୍ଭବ ପଦକ୍ଷେପ ନେବେବୋଲି ପ୍ରତିଶ୍ରୁତି ଦେଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031