Indus Valley Times

କିଛିଦିନ ନିରଵତା ପରେ ଚନ୍ଦ୍ରପୁର ବ୍ଲକ ଲୋକଙ୍କୁ ଡରାଉଛି ମାଓପପୋଷ୍ଟର

 Breaking News

କିଛିଦିନ ନିରଵତା ପରେ ଚନ୍ଦ୍ରପୁର ବ୍ଲକ ଲୋକଙ୍କୁ ଡରାଉଛି ମାଓପପୋଷ୍ଟର

September 20
17:51 2024

Maoist posters surface in Chandrapur block of Odisha’s Rayagada district

By Chandrasekhar Panda

Chandrapur, Sept. 20: ରାୟଗଡା ଜିଲ୍ଲା ଉପାନ୍ତ ଚନ୍ଦ୍ରପୁର ବ୍ଲକରେ ମାଉଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି।ଆଜି ସକାଳୁ ହନୁମନ୍ତପୁରୁ ପଙ୍କାଳଗୁଡି ପୂର୍ତ୍ତ ଵିଭାଗ ମୁଖ୍ୟ ରାସ୍ତା ଠାରୁ ହନୁମନ୍ତପୁରୂ ବ୍ରିଜ ପର୍ଯ୍ୟନ୍ତ ମାଉ ପୋଷ୍ଟର ମରାଯାଇଥିବା ଲଲୋକମାନେ ଦେଖି ଭୟଭିତ ହୋଇଛନ୍ତି।

ପୋଷ୍ଟରରେ ସିପିଆଇ(ମାଉବାଦୀ)ବାଘୁନା ଡିଭିଜନ ପକ୍ଷରୁ ଲେଖା ଯାଇଛି ,ଅସଲ ନାରୀ ମୁକ୍ତ ସମ୍ମାନ,ସମସ୍ତଙ୍କ ହାତକୁ କାମ,ଶିକ୍ଷା ଓ ଚିକିତ୍ସାର ଗ୍ୟାରେଣ୍ଟି,ମୌଳିକ ସମାଧାନ ପାଇଁ ନୂଆ ଗଣତନ୍ତ୍ର ଵିପ୍ଲବରେ ଯୋଗ ଦିଅନ୍ତୁ। କିଏ ଏହି ପୋଷ୍ଟର ମାରିଛି ତଦନ୍ତ କରାଗଲେ ସତ୍ୟାସତ ଜଣାପଡିଵ ଵୋଲି ଆତଙ୍କିତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031