Indus Valley Times

ଆଜିର ସମାଚାର ମୁଖ୍ୟାଶଂ: August 25, 2021 News Headlines

 Breaking News

ଆଜିର ସମାଚାର ମୁଖ୍ୟାଶଂ: August 25, 2021 News Headlines

August 25
08:32 2021


ମନ୍ତ୍ରୀ ରଣେନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ
ଆଠଗଡ ସମବାୟ ଦୁର୍ନିୀତି ନେଇ ଲୋକେ ମାଗିଲେ ଇସ୍ତଫା
ଯଶୋଧରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆକଳନ: ଲୋକଙ୍କ ସହିତ ରହିବ କରୋନା
ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ ଧମକ
ନାରାୟଣ ରାଣେକୁ ଗିରଫ ପରେ ଜାମିନ
ସାଂସଦ ଓ ବିଧାୟକଙ୍କ ନାର୍ମରେ ମାମଲା: ପ୍ରମାଣିତ ହେଲେ ଆଜୀବନ କରାବାସ
ଭାରତ-ଇଂଲଡଂ ଟେଷ୍ଟ ଆଜିଠାରୁ : ୫ ମ୍ୟାଜ୍ ଟେଷ୍ଟ ଶୃଙ୍ଖଳାେରେ ଭାରତ ୧-୦ରେ ଆଗୁଆ ରହିଛି
ସାତ ଜିଲ୍ଲାରେ ଅତି ଅଭାବୀ ବର୍ଷା
ଜାତି ଭିତିକ ଜନଗଣନା ଦାବି ଜାରି ରହିବ: ବିଜେଡି
ଖରସ୍ରୋତା ସଂଗ୍ରାମ ସମିତି ସମାବେଶରେ ଜଳପୁରୁଷ ରାଜେନ୍ଦ୍ର ସିଂହ

News Headlines from Odisha August 25 2021

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031