ଭୁବନେଶ୍ୱର, ୨୮/୧୨: ଭୁବନେଶ୍ୱର ଜାଭିୟର ଛକରେ ରବିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍ ପଛକୁ ପଛ ପିକଅପ୍ ଭ୍ୟାନ ଏବଂ ଅଟୋକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ଦୁର୍ଘଟଣା
Tag "accident"
ନୀଳଗିରି, ୧୭/୧୨ : ବାଇକକୁ ପିଟିଲା ଟ୍ରକ ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ। ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଭାଲୁକାଶୁଣୀ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୁବକ ଜଣକ ସୋର ନିକଟସ୍ଥ ଦହିସଡ଼ା ଗ୍ରାମର ସଞ୍ଜୀବ
ଚାନ୍ଦବାଲି:୩୦/୮: ଭଦ୍ରକ ଜିଲା ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି।ଏକ ସ୍କୁଲ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଦୁର୍ଘଟଣାରେ ୧୦ଜଣ ଛାତ୍ରୀଛାତ୍ର ଆହତ ହୋଇଛି। ଆହତ ଛାତ୍ରୀଛାତ୍ରଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଛି।
ପାରାଦୀପ, ୧୩/୭: ଜଗତସିଂହପୁର ଜିଲ୍ଲା ପାରାଦୀପରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରାଦୀପର ଦୋଛକିରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କୁ ଚାପିଦେଲା ଲୁହାପଥର ବୋଝେଇ ଟ୍ରକ୍।ମୃତ ହୋମଗାର୍ଡ ହେଲେ ସ୍ଥାନୀୟ ବାଲଡିହ ଗ୍ରାମର ରାଜନ ପ୍ରଧାନ। ଘଟଣାକୁ ନେଇ ସ୍ଥାନୀୟ






