ବାଙ୍କୀ,୧୩/୧: ପାଟ୍ରୋଲିଂ ବେଳେ ଚନ୍ଦକା-ଡ଼ମପଡା ଅଭୟାରଣ୍ୟରୁ ମିଳିଛି ମଣିଷ ଖପୁରୀ ଓ କଙ୍କାଳ। ଏ ଖପୁରୀ ଓ କଙ୍କାଳ କାହାର? ଏନେଇ ସଠିକ୍ ତଥ୍ୟ ମିଳିନଥିବା ବେଳେ ୫ ମାସ ତଳେ ନିଖୋଜ ଥିବା ନନ୍ଦକିଶୋର ବେହେରାଙ୍କର ବୋଲି ଚର୍ଚ୍ଚା ହେଉଛି।