ଭୁବନେଶ୍ୱର,୧୫ /୧୦: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ସେ ନିକଟତମ AVBP ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। BCJDବିଜୟ ପରେ ଛାତ୍ରୀମାନେ ଜୋରଦାର ସେଲିବ୍ରେଶନ କରିଛନ୍ତି।ସୂଚନାଯୋଗ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟରେ






