Legatus

Tag "Bhubaneswar"

ଏନ୍ଏଚ୍ ଡିଭିଜନ୍ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ, ବିଲ୍ ପାସ୍ ପାଇଁ ନେଉଥିଲେ ୨୭ ହଜାର ଟଙ୍କା

    ଏନ୍ଏଚ୍ ଡିଭିଜନ୍ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ, ବିଲ୍ ପାସ୍ ପାଇଁ ନେଉଥିଲେ ୨୭ ହଜାର ଟଙ୍କା

ଭୁବନେଶ୍ବର,୨୦/୪: ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଏନଏଚ୍ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୁକ୍ତା ସିଂହ ଜଣେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଭାବେ

Read Full Article

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

    ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ବର,୨୦/୪ : ଭଲ ଭାବେ ନ ଚିହ୍ନି ନ ଜାଣି ଜଣେ ଧୂର୍ତ୍ତକୁ ଟଙ୍କା ଧାର ଦେବା ଜଣେ ସରଳ ବିବାହିତା ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ବାମୀଙ୍କ ଅଗୋଚରରେ ୫୦ ହଜାର ଟଙ୍କା ଧାର ଦେଇ ଫସିଯାଇଛନ୍ତି ମହିଳା।ଟଙ୍କା

Read Full Article

ଶୁକ୍ରବାରଠୁ ଖରା ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ-ବେସରକାରୀ ସ୍କୁଲ

    ଶୁକ୍ରବାରଠୁ ଖରା ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ-ବେସରକାରୀ ସ୍କୁଲ

ଭୁବନେଶ୍ବର,୨୦/୪: ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲର ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।ତେବେ ଏହା ପୂର୍ବରୁ ଦୁଇ ଦିନ ଛୁଟି ଘୋଷଣା

Read Full Article

ଆମକୁ ଚକ୍ରାନ୍ତ କରି ଫସାଯାଇଛି, ସମୟ ଆସିଲେ ସବୁ କଥା କହିବୁ – ଜଗବନ୍ଧୁ

    ଆମକୁ ଚକ୍ରାନ୍ତ କରି ଫସାଯାଇଛି, ସମୟ ଆସିଲେ ସବୁ କଥା କହିବୁ – ଜଗବନ୍ଧୁ

ଭୁବନେଶ୍ୱର,୧୯/୪ : ହନିଟ୍ରାପ୍ ବ୍ଲାକମେଲ୍ ମାମଲାରେ ମୁହଁ ଖୋଲିଲ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ସେ କହିଛନ୍ତି, ଏ ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ।ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା ଦେଖାଇ ଆମ ମୁଣ୍ଡରେ ସେ ଅଠା ବୋଳିଛନ୍ତି। ଶ୍ରଦ୍ଧାଞ୍ଜଳି

Read Full Article

ଆନ୍ଦୋଳନକୁ ଓହ୍ଲାଇପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ଏସ୍‌ମା

    ଆନ୍ଦୋଳନକୁ ଓହ୍ଲାଇପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ଏସ୍‌ମା

ଭୁବନେଶ୍ୱର,୧୭/୪:ସରକାରୀ ଡାକ୍ତରଖାନାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ଲାଗୁ ହେଲା ଏସ୍ମା। ରାଜ୍ୟ ସରକାର ନେଇଛନ୍ତି ଏହି ଜରୁରୀକାଳୀନ ପଦକ୍ଷେପ।ନର୍ସ, ଫାର୍ମାସିଷ୍ଟ, ପାରାମେଡିକ, ଟେକ୍ନିସିଆନଙ୍କ ପ୍ରତି ଏହି

Read Full Article

ମହର୍ଷି କଲେଜରେ ତୁମୁଳକାଣ୍ଡ, ଛାତ୍ରଙ୍କୁ ଆସି ପିଟିଲେ ଅଣଛାତ୍ର

    ମହର୍ଷି କଲେଜରେ ତୁମୁଳକାଣ୍ଡ, ଛାତ୍ରଙ୍କୁ ଆସି ପିଟିଲେ ଅଣଛାତ୍ର

ଭୁବନେଶ୍ୱର,୧୬/୪ : କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍ ଭିତରକୁ ଛାତ୍ରଙ୍କୁ ବାହାରକୁ

Read Full Article

ରାଜ୍ୟରେ କାଲିଠୁ ପୁଣି ଖୋଲିବ ଅଙ୍ଗନବାଡ଼ି ଓ ସ୍କୁଲ, ସମ୍ବଲପୁର ଜିଲ୍ଲାରେ ଏପ୍ରିଲ ୧୭ ଓ ୧୮ ତାରିଖ ଛୁଟି

    ରାଜ୍ୟରେ କାଲିଠୁ ପୁଣି ଖୋଲିବ ଅଙ୍ଗନବାଡ଼ି ଓ ସ୍କୁଲ, ସମ୍ବଲପୁର ଜିଲ୍ଲାରେ ଏପ୍ରିଲ ୧୭ ଓ ୧୮ ତାରିଖ ଛୁଟି

ଭୁବନେଶ୍ବର,୧୬/୪: ଏପ୍ରିଲ ୧୭ ତାରିଖରୁ ସମ୍ବଲପୁର ବ୍ୟତୀତ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ସମେତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଅଙ୍ଗନବାଡ଼ିରେ ପାଠପଢା

Read Full Article

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଭୁବନେଶ୍ବର ଓ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

    ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଭୁବନେଶ୍ବର ଓ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର,୧୫/୪: କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ସକାଳ ୭ଟାରୁ ସୂର୍ଯ୍ୟଦେବତାଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଇଯାଉଛି। ଅପରାହ୍ଣ ବେଳକୁ ଆହୁରି ତତାଉଛି। ଜରୁରି

Read Full Article

ଏଣିକି ଓଡ଼ିଆ ଭାଷାରେ ଦେଇପାରିବେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା

    ଏଣିକି ଓଡ଼ିଆ ଭାଷାରେ ଦେଇପାରିବେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା

ଭୁବନେଶ୍ବର,୧୫/୪: ଏଣିକି ଓଡ଼ିଆ ଭାଷାରେ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା ହେବ। ସିଏପିଏଫ୍ ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟି)

Read Full Article

କଲବଲ କରୁଛି ତାତି, ୪୪ ଡିଗ୍ରୀରେ ଜଳିଲା ବାରିପଦା, ୨୫ ସହରର ତାପମାତ୍ରା ୪୦ ଉପରେ

    କଲବଲ କରୁଛି ତାତି, ୪୪ ଡିଗ୍ରୀରେ ଜଳିଲା ବାରିପଦା, ୨୫ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ବର,୧୪/୪: ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିଛି। ସକାଳ ୮ଟା ହେବା ମାତ୍ରେ ସୂର‌୍ୟ୍ୟଦେବତାଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ଭଳି ଆଜି ପୁଣି

Read Full Article

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930