ଭୁବନେଶ୍ବର,୧/୫: ପାଣିପାଗରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ବର, କଟକ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀର ପ୍ରଭାବରେ ଆଜି ସନ୍ଧ୍ୟାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି।ଗତକାଲିର ତୁଳନାରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ବରରେ ପୂର୍ବାହ୍ଣ ସମୟରେ ଯଦିଓ ଖରା ହୋଇଛି, ଅପରାହ୍ଣ ପର
Tag "Bhubaneswar"
ଭୁବନେଶ୍ବର, ୧/୫: ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ଯାଏ ରହିବ ହିଟ୍ ଓ୍ଵେଭର ପ୍ରଭାବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି।ସେ କହିଛନ୍ତି, ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫
ଭୁବନେଶ୍ୱର,୩୦/୪:ରାଜନୈତିକ ମହଲରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟୁଛି। ସେହି ଚର୍ଚ୍ଚାକୁ ଆଜି ବଳ ଦେଇଛନ୍ତି ଖୋଦ୍ ସୌମ୍ୟରଞ୍ଜନ ପଟ୍ଟନାୟକ।କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ସେ ଏନେଇ ଇଙ୍ଗିତ କରିଛନ୍ତି। ଘଟଗାଁ ମା’
ଭୁବନେଶ୍ବର, ୩୦/୪: ରାଜ୍ୟରେ ପ୍ରଥମ ଥର ତାପମାତ୍ରା ୪୬ ଡିଗ୍ରି ଛୁଇଁଛି। ଏହି ସର୍ବୋଚ୍ଚ ତାପମାତ୍ରା ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ଅଥବା ଝାରସୁଗୁଡ଼ାରେ ନୁହେଁ।ବରଂ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱରରେ ଏହା ଅନୁଭୂତ ହୋଇଛି। ବାଲେଶ୍ବରବାସୀ ଆଜି ଦିନ ୨ଟା ୩୦ରେ ୪୬
ଭୁବନେଶ୍ବର, ୩୦/୪: ରାଜଧାନୀର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଥିବାର ଖବର ମିଳିଛି। ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା। ଲଗେଜ ସ୍କାନି
ଭୁବନେଶ୍ବର, ୨୯/୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର ପାଇଁ
ଭୁବନେଶ୍ୱର, ୨୯/୪ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର
ଭୁବନେଶ୍ୱର ,୨୮/୪: ସାରା ରାଜ୍ୟକୁ କଲବଲ କରିବାରେ ଲାଗିଛି ପ୍ରଚଣ୍ଡ ଖରା। ଶନିବାର ଭଳି ରବିବାର ମଧ୍ୟ ସମଗ୍ର ରାଜ୍ୟ ଅନୁଭୂତ ହୋଇଛି ଗ୍ରୀଷ୍ମ ପ୍ରବାହ। ଦିନ
ଭୁବନେଶ୍ବର, ୨୭/୪: ଓଡ଼ିଶାବାସୀ ପ୍ରବଳ ଖରାରେ ସିଝୁଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ତତଲା ଝାଞ୍ଜିରେ ଛଟପଟ ହେଉଛନ୍ତି। ଆଜି