କଟକ, ୨୦/୮ : ପୋଲିସ ଘରେ ଅପରାଧି । ବାପା ପୁଲିସ ହେଲେ ପୁଅ ବ୍ରାଉନସୁଗାର ବେପାରୀ । ଓଡ଼ିଶା ପୁଲିସର ଓୟାରଲେସ୍ରେ କାର୍ୟ୍ୟରତ ପୁଲିସ ଏସ୍ଆଇଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ଘଟଣା ସାମନାକୁ ଆସିଛି। ।ଧଳା ଜହର କାରବାରରେ