ଜୟପୁର,୧୮/୪: ରାଜସ୍ଥାନ ସରକାରଙ୍କ ନୂଆ ଆଇନ୍ । ସହରରେ ଗାଇ ରଖିବା ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରିଛନ୍ତି ସରକାର । ଆଜିଠାରୁ ରାଜ୍ୟରେ ଗୋପାଳନ ନିୟମ ଲାଗୁ ହୋଇଛି। ନିୟମ ଅନୁଯାୟୀ ସମସ୍ତ ଗାଈଙ୍କ କାନରେ ଟ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି