Indus Valley Times

Tag "Cuttack"

ନକଲି ମେଡିସିନର ପେଣ୍ଠସ୍ଥଳୀ ପାଲଟିଛି କଟକ, ୩ ଲକ୍ଷର ଭେଜାଲ୍ ଔଷଧ ଜବତ

କଟକ, ୧୯/୯: କଟକରୁ ପୁଣି ତିନି ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଛି। ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ଔଷଧ ଜବତ କରିଛି ପୁରୀଘାଟ ଥାନା ପୁଲିସ।ଭି ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ

Read Full Article

କାଠଯୋଡ଼ି ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସୁରକ୍ଷିତ ଭାବେ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

କଟକ ୧୮/୯: ଖାନନଗର ପାଖ କାଠଯୋଡି ପୋଲରୁ ନଦୀକୁ ଡେଇଁଲେ ମହିଳା। ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ନଦୀକୁ ଡେଇଁଥିବା ମହିଳାଙ୍କ ପରିଚୟ ମିଳିନାହିଁ।ସେ କଟକ

Read Full Article

ଆସିଲା ନକଲି ମେଡ଼ିସିନ୍ ଟେଷ୍ଟ ରିପୋର୍ଟ, ପୋଲିସ୍ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ

    ଆସିଲା ନକଲି ମେଡ଼ିସିନ୍ ଟେଷ୍ଟ ରିପୋର୍ଟ, ପୋଲିସ୍ ହାତରେ ଅନେକ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ

କଟକ,୧୭/୯: କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା। ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର। ସେ ଆହୁରି କହିଛନ୍ତି, ଲାବୋରେଟୋରି ରିପୋର୍ଟରେ

Read Full Article

ନକଲି ମେଡିସିନ୍ କାରବାର ମାମଲାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ,୧୨/୯: କଟକରେ ନକଲି ମେଡିସିନ୍ କାରବାର ମାମଲାର ୨ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ସୋମବାର ଦିନ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଅଭିଯୁକ୍ତ । ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ

Read Full Article

ନକଲି ମେଡିସିନ ଜବତ ହେବା ଘଟଣା ରେ ଦୁଇ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କଟକ ,୧୧/୯: ନକଲି ମେଡିସିନ୍ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟର- ଭି.ଆର୍ ଏଜେନ୍ସୀ ଓ ପୂଜା ଏଣ୍ଟରପ୍ରାଇଜେସ୍ର ସଦସ୍ୟ

Read Full Article

ଖୋଳ ଅସଲି ଔଷଧ ନକଲି: କଟକର ୧୦ଟି ସ୍ଥାନରେ ଚଢଉ

    ଖୋଳ ଅସଲି ଔଷଧ ନକଲି: କଟକର ୧୦ଟି ସ୍ଥାନରେ ଚଢଉ

କଟକ,୯/୯: ଦାମି କମ୍ପାନି ଖୋଳ ଭିତରେ ନକଲି ଔଷଧ । ଲୋକଙ୍କୁ ଚକମା ଦେବା ପାଇଁ ଏଭଳି କାରନାମା କରିଛନ୍ତି କିଛି ନକଲି ବ୍ୟବସାୟି । ଖୋଳ

Read Full Article

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ: ପୁଅଝିଅଙ୍କ ପରେ ଆଖି ବୁଜିଲେ ମା

    ବିଷାକ୍ତ ଖାଦ୍ୟ ଖାଇ ୩ ମୃତ: ପୁଅଝିଅଙ୍କ ପରେ ଆଖି ବୁଜିଲେ ମା

ବଡ଼ମ୍ବା, ୪/୯ : ଖାଦ୍ୟ ବିଷକ୍ରିୟା ଯୋଗୁ କଟକ ଜିଲ୍ଲା ବଡ଼ମ୍ବାର ଅଭିମାନପୁର ପଞ୍ଚାୟତର ବୀରବରପୁର ଗାଁରେ ଗତକାଲି ଭାଇଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସେମାନଙ୍କ

Read Full Article

ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

    ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

କଟକ, ୨/୯: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ

Read Full Article

କୁଆଖାଇରେ ବୁଡି ଦୁଇ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ ଓ ପୋଲିସ

    କୁଆଖାଇରେ ବୁଡି ଦୁଇ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ ଓ ପୋଲିସ

କଟକ,୩୧/୮: ଗାଧୋଇବା ବେଳେ ଅଘଟଣ। କୁଆଖାଇ ନଦୀରେ ବୁଡିଗଲେ ଦୁଇ ଯୁବକ।କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ

Read Full Article

ବିକୃତ ଗଣେଷ ମୁର୍ତ୍ତି ତିଆରି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

    ବିକୃତ ଗଣେଷ ମୁର୍ତ୍ତି ତିଆରି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ

କଟକ, ୨୯/୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ। ବିକୃତ ମୂର୍ତ୍ତି ନିର୍ମାଣ ନେଇ ଆବଶ୍ୟକ ନିଷ୍ପତ୍ତି

Read Full Article

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031