ଭୁବନେଶ୍ୱର, ୩/୧୦ : ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା । ଶେଷ ହୋଇଛି ଶାରଦୀୟ ପାର୍ବଣ । ମା’ଙ୍କୁ ମେଲାଣି ଦେବା ଯେତିକି ଦୁଃଖ ଲାଗିଥାଏ ପୁଣି ଆରବର୍ଷକୁ ମା’ଙ୍କୁ ଅପେକ୍ଷା କରିବା ସେତିକି ଆନନ୍ଦ ଦେଇଥାଏ
Tag "durga puja"
ଭୁବନେଶ୍ୱର, ୨୯/୯ : ଧରାବତ୍ତରଣ କରିସାରିଛନ୍ତି ଦୁର୍ଗତି ନାଶିନୀ ଦଶଭୁଜା ମା’ ଦୁର୍ଗା । ଚଳଚଞ୍ଚଳ ଶକ୍ତିପୀଠ ଠାରୁ ଆରମ୍ଭ କରି ପୂଜା ମଣ୍ଡପ । ସବୁଠି ଚାଲିଛି ମାଙ୍କ ଆରାଧନା । ଚଣ୍ଡୀପାଠ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ଗଗନ ପବନ ।
ଓଡ଼଼ିଶା, ୨୨/୯ : ଆଜିଠୁ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ। ତେବେ ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ମା\’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ।ଏହାସହିତ ନବ ଦିନାତ୍ମକ ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଛି।
କଟକ ,୧୨/୧୦: ଆଜି ମଣ୍ଡପରେ ମହାମାୟାଙ୍କ ମହା ନବମୀ। ଦୁର୍ଗତୀନାଶିନୀଙ୍କ ଆବାହନରେ ପ୍ରକମ୍ପିତ ହେଉଛି ଗଗନ ପବନ। ଘଣ୍ଟ ଘଣ୍ଟା ଓ ଶଙ୍ଖ ଧ୍ୱନିରେ ଉଛୁଳି ପଡୁଛି ପରିବେଶ। ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ଓ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।
କଟକ, ୯/୧୦ : ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା। ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ






