ନୂଆଦିଲ୍ଲୀ,୩୧/୩: ଆଜି ସାରା ଦେଶରେ ପବିତ୍ର ଇଦ୍ ପର୍ବ ପାଳନ କରାଯାଛି। ରବିବାର ଇଦ୍ ଚାନ୍ଦ ଦେଖାଯିବା ପରେ ଲୋକଙ୍କ ମଧ୍ୟରେ ଆନନ୍ଦର ପରିବେଶ ଖେଳିଯାଇଥିଲା।ଇଦ୍ ଅବସରରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ