ଭୁବନେଶ୍ବର, ୨୪/୧୦ : ଆଉନାହାନ୍ତି ପ୍ରଖ୍ୟାତ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା। ଆଜି(ଶୁକ୍ରବାର) ସକାଳ ୧୧.୩୦ରେ ତାଙ୍କ ପରଲୋକ ହୋଇଛି।ମରି କି ବି ଅମର ରହିବେ ପ୍ରଥିତଯଶା କବି, ଔପନ୍ୟାସିକ ଓ ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା।