ନୂଆଦିଲ୍ଲୀ,୧୫/୧୨: ଗତ ସପ୍ତାହରେ ତାମିଲନାଡୁରେ ‘ଏମ୍ଆଇ-୧୭’ ହେଲିକପ୍ଟର୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କର ବୁଧବାର ଦିନ ସକାଳେ ଦେହାନ୍ତ ହୋଇଛି । ଏ ନେଇ ଭାରତୀୟ ବାୟୁସେନା ଘୋଷଣା କରିଛି । ବେଙ୍ଗାଲୁରୁସ୍ଥିତ କମାଣ୍ଡ୍