Indus Valley Times

Tag "Jajpur"

ପ୍ଳାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ : ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

    ପ୍ଳାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ : ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

ଯାଜପୁର, ୨୯ା୭ : ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଳ୍‌ାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଚ୍ଥି । ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଳ୍‌ାଜମା ଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା

Read Full Article

କରୋନାରୁ ସୁସ୍ଥ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଜିଲ୍ଳ୍‌ାପାଳଙ୍କ ଅନୁରୋଧ

    କରୋନାରୁ ସୁସ୍ଥ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଜିଲ୍ଳ୍‌ାପାଳଙ୍କ ଅନୁରୋଧ

ଯାଜପୁର, ୨୨ା୭ : ଯାଜପୁର ଜିଲ୍ଳ୍‌ାରେ କରୋନା ପଜିଟିଭ ସଂଖ୍ୟା ହଜାରେ ଟପିଥିବା ବେଳେ ୯୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି । ସୁସ୍ଥ ହୋଇ ପେଂରିଥିବା ଏହି ବ୍ୟକ୍ତି ମାନଙ୍କୁ ଜିଲ୍ଲାପାଳ ରଂଜନ କୁମାର

Read Full Article

ରାସ୍ତା କଡରୁ ହଟିବ ପାର୍କିଂ,ପାରିପାର୍ଶ୍ୱିକ ବିକାଶକୁ ମିଳିବ ଗୁରୁତ୍ୱ

ଯାଜପୁର,୧୩/୭ : ବିସ୍ଥାପିତଙ୍କ ଥଇଥାନ ସହ ପାରିପାର୍ଶ୍ୱିକ ବିକାଶ ଦ୍ୱାରା ହିଁ ଶିଳ୍ପାୟନ ସଫଳ ହୋଇଥାଏ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଲାଗି ଜମି ଅଧିଗ୍ରହଣ କରୁଥିବା ଇଡକୋ କର୍ତ୍ତୃପକ୍ଷ,ଶିଳ୍ପାଞ୍ଚଳର ସାମଗ୍ରିକ ବିକାଶ କରିବା ଉଚିତ। କିନ୍ତୁ ଶିଳ୍ପାୟନର ରାଜଧାନୀ, ଯାଜପୁର

Read Full Article

ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ, ୨୦୧ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ୱର,୧୩/୭: ସୋମବାର ଦିନ ରାଜ୍ୟର ୨୩ଟି ଜିଲ୍ଲାରୁ ୬୧୬ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

Read Full Article

ରାଜ୍ୟରେ ପୁଣି ୫୨୭ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି

    ରାଜ୍ୟରେ ପୁଣି ୫୨୭ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି

ଭୁବନେଶ୍ବର,୮/୭: ରାଜ୍ୟରେ ବୁଧବାର ଦିନ ପୁଣି ୫୨୭ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ

Read Full Article

ରାଜ୍ୟରେ ୨୧ଟି ଜିଲ୍ଲାରୁ ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ବର,୭/୭: ରାଜ୍ୟରେ ପୁଣି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ

Read Full Article

A GOOD HEART

    A GOOD HEART

Sukinda MLA Priti Ranjan Ghadai on Tuesday met Laxmi, the the two-year-old daughter of Manik Gadasara of Gahmaripatia under Salijanga

Read Full Article

AUSPICIOUS INAUGURATION

    AUSPICIOUS INAUGURATION

Office of the Sub-Divisional Police Officer, Jajpur inaugurated by Sri Pranab Prakash Das, MLA, Jajpur in presence of SOumendra Kumar

Read Full Article

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031