ନୂଆଦିଲ୍ଲୀ,୩୧/୮: କେନ୍ଦ୍ର ସରକାର ଜୟା ବର୍ମା ସିହ୍ନାଙ୍କୁ ରେଳ ବୋର୍ଡର ସିଇଓ ଓ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ରେଳ ମନ୍ତ୍ରାଳୟର ୧୦୫ ବର୍ଷର ଇତିହାସରେ ପ୍ରଥମ ମହିଳା ଭାବେ ଏହି ପଦରେ ଶ୍ରୀମତୀ ସିହ୍ନା ଅବସ୍ଥାପିତ ହୋଇଛନ୍ତି।ଗ୍ଦଚ୍ଚଆହ୍ଲାବାଦ ବିଶ୍ୱବିଦ୍ୟାଳୟର