Indus Valley Times

Tag "kantabanji"

ଅଳିଆ ଗଦା ସଫା କରୁ କରୁ ମିଳିଲା ନବଜାତ ଶିଶୁକନ୍ୟାର ମୃତଦେହ, ତଦନ୍ତ ଚଳାଇଛି ପୋଲିସ

କଣ୍ଟାବାଞ୍ଜି, ୨୩/୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରେ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଆଜି ସକାଳୁ ଡାକ୍ତରଖାନାର ଜଣେ କର୍ମଚାରୀ ଅଳିଆ ଗଦା ସଫା କଲା ସମୟରେ ଜଣେ ନବଜାତ ଶିଶୁକନ୍ୟାର ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ପରେ

Read Full Article

କଣ୍ଟାବାଞ୍ଜିରୁ ୨୭ ଦାଦନ ଶ୍ରମିକ ଓ ୧୦ରୁ ଅଧିକ ଶିଶୁ ଉଦ୍ଧାର

କଣ୍ଟାବାଞ୍ଜି, ୧୩/୧୦ : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ଧରୁନି । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବେହେରେନସିଲେଟ ଗାଁରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି କଣ୍ଟାବାଞ୍ଜି ପୁଲିସ। ଉଦ୍ଧାର ଶ୍ରମିକଙ୍କ

Read Full Article

ଶ୍ରମିକଙ୍କଠୁ ନେଉଥିଲେ ଲକ୍ଷେ ଟଙ୍କାର ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

    ଶ୍ରମିକଙ୍କଠୁ ନେଉଥିଲେ ଲକ୍ଷେ ଟଙ୍କାର ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

କଣ୍ଟାବାଞ୍ଜି, ୧୦/୫: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଫରେଷ୍ଟର। ତାଙ୍କ ନାଁ ହରିହର ସ୍ୱାଇଁ। ସେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜର ସିନ୍ଧେଇକେଲାରେ ଫରେଷ୍ଟର ଅଛନ୍ତି।ଜଙ୍ଗଲରେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ

Read Full Article

ଅଚିହ୍ନା ଶବକୁ କାନ୍ଧ ଦେଲା ପୁଲିସ୍, ମୁଖାଗ୍ନି ଦେଲେ ଏସଡିପିଓ

କଣ୍ଟାବାଞ୍ଜି,୧୯/୧୨: ଅଚିହ୍ନା ଶବକୁ କାନ୍ଧ ଦେଲା ପୁଲିସ୍। ଆଉ ଶେଷକୃତ୍ୟ ବି ସମ୍ପନ୍ନ କଲା। ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ଯେଉଁଠାରେ ଜଣେ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ବୃଦ୍ଧର କେହି ସମ୍ପର୍କୀୟ

Read Full Article

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031