ଆନନ୍ଦପୁର,୧୪/୩: ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ସହ ଘଟିଲା ଅଘଟଣ। ପରୀକ୍ଷା ଦେବା ପୂର୍ବରୁ ଦୁର୍ଘଟଣାରେ ଗୁରୁତର ହେଲେ ଛାତ୍ର।ଫଳରେ ପରୀକ୍ଷା ହଲ୍ ପରିବର୍ତ୍ତେ ପରୀକ୍ଷାର୍ଥୀଜଣକ ମେଡିକାଲ ବେଡ୍ରେ ପହଞ୍ଚିଥିବା ବେଳେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
Tag "kendujhar"
କେନ୍ଦୁଝର,୨୬/୨: କେନ୍ଦୁଝର ଟାଉନ ଥାନା ବଡ଼ହଳସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲର ନିଖୋଜ ୪ ଛାତ୍ର ଗତକାଲି ବିଳମ୍ବିତ ରାତିରେ ନିଜ ନିଜ ଘରକୁ ଫେରିଥିବାର ସୂଚନା ମିଳିଛି। ତେବେ ସେମାନେ କାହିଁକି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଚାଲିଆସିଥିଲେ, ସେନେଇ
କୋରାପୁଟ,୨୪/୨: କୋରାପୁଟ ଜିଲ୍ଲାର ସୀମାବର୍ତ୍ତୀ କୋଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ୟ୍ୟକ୍ରମ ସହ ନିୟମିତ ଭାବେ ଅନୁପ୍ରବେଶ ହେଉଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର
କେନ୍ଦୁଝର,୧୩/୨: କେନ୍ଦୁଝରରେ ପ୍ରତିଷ୍ଠିତ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ ବି ଉଠାଇଛନ୍ତି।
କେନ୍ଦୁଝର,୨୦/୧: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ମାଉସୀ ଘରକୁ ଯାଉଥିବା ସମୟରେ ୩ ଜଣ
କେନ୍ଦୁଝର,୩/୧: ବିଷକ୍ରିୟାରୁ ହୋଇଛି ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ। ଶୁଭଶ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏପରି ରିପୋର୍ଟ ଆସିଥିବା ସ୍ପଷ୍ଟ କରିଛନ୍ତି
ପଦ୍ମପୁର,୨୨/୧୨: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାଦଗଡ ରେଳ ଫାଟକରୁ ୫୦ମିଟର ଦୂରରେ ଆଜି ଭୋର ୪ଟା ବେଳେ ଏକ ମାଲବାହୀ ଟ୍ରେନ ଧକ୍କାରେ
କେନ୍ଦୁଝର, ୩/୧୧: କେନ୍ଦୁଝର ବଡ଼ପୋଷି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ତେଲକୋଇ,୨୨/୧୦: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ
କେନ୍ଦୁଝର,୧୬/୧୦: ଏକ ନାଳ କୂଳରୁ ବ୍ୟାଗ୍ ଭିତରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୋପିନାଥପୁର ଗାଁରେ ଘଟିଛି ଏହି ଘଟଣା।ଶିଶୁଟି