Indus Valley Times

Tag "LANGIGADA"

ଜଙ୍ଗଲକୁ ଯାଇଥିଲେ, ବିନ୍ଧିଲା ମହୁମାଛି : ଜଣେ ମୃତ, ୪ ଗୁରୁତର

    ଜଙ୍ଗଲକୁ ଯାଇଥିଲେ, ବିନ୍ଧିଲା ମହୁମାଛି : ଜଣେ ମୃତ, ୪ ଗୁରୁତର

ଲାଞ୍ଜିଗଡ଼,୨୨/୯ : କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତି।

Read Full Article

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031