ଆଦିଲ୍ଲୀ,୨୨/୯: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷ ହିଁ ‘ନ୍ୟାସ୍ନାଲ୍ ଡିଫେନ୍ସ୍ ଏକାଡେମି’ (ଏନ୍ଡିଏ) ପରୀକ୍ଷା ଦେବେ ମହିଳା ପ୍ରାର୍ଥୀ। ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ସ୍ଥଗିତ ରଖାଯାଇପାରିବ ନାହିଁ ବୋଲି ସିଧା ସିଧା କେନ୍ଦ୍ର ସରକାରଙ୍କୁ ଶୁଣାଇଦେଇଛନ୍ତି ସୁପ୍ରିମକୋର୍ଟ