ଭୁବନେଶ୍ବର,୧୪/୬: ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ ଉପରେ ଆଧାରିତ ଚଳଚ୍ଚିତ୍ର ‘ଅନନ୍ତା’ ସିନେମା ହଲ୍ରେ ଦର୍ଶକମାନଙ୍କର ମନ ଜିଣୁଛି।ରଜ ଉପଲକ୍ଷେ ଶୁଭମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସିନେମାପ୍ରେମୀମାନେ ବହୁତ ପ୍ରଶଂସା କରୁଛନ୍ତି।ଭାରତୀୟ ସିନେମାର






