ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୯ : ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବଜପତିପାତ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମ୍ମିଳନୀ
Tag "Odisha"
ଡ଼. ସତ୍ୟଜିତ ନାୟକ, ଆଇପିଏସ୍କଟକ, ୧୯/୯ : ରାଧା ଅଷ୍ଟମୀ କେବଳ ଏକ ଧାର୍ମିକ ପର୍ବ ନୁହେଁ; ଏହା ନିଷ୍କାମ ପ୍ରେମ, ଅନନ୍ୟ ଭକ୍ତି, ତ୍ୟାଗ, ସମର୍ପଣ ଓ ଆତ୍ମିକ ପବିତ୍ରତାର ଏକ ଶାଶ୍ୱତ ବାର୍ତ୍ତା। ଶ୍ରୀରାଧାଙ୍କ ଜୀବନ ଓ ଭକ୍ତିଭାବ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୯ : ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ଏଥିରୁ ଇନ୍ଧନ ତଥା ଶକ୍ତି ଉତ୍ପାଦନ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୯: ଖୋର୍ଦ୍ଧା ସହରର ନୂଆ ବସ୍ଷ୍ଟାଣ୍ଡ ଅଞ୍ଚଳରୁ ଟିଏଲ୍ସି ରାସ୍ତାର ଦୀର୍ଘଦିନର ଦୁରବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା
By Shabiha Khatun Jeypore/ Koraput/Odisha, Sep 19 : The much-awaited Odia film _”Maliput Melodies”_, showcasing the beauty of Koraput –
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୯/୯ : ଦର୍ଶନ ପାଇଁ ଯାଇଥିଲେ, ହେଲେ ଫେରିଲାନି ଜୀବନ। ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ






