ବ୍ରହ୍ମପୁର,୨୫/୨: ସାନ୍ଧ୍ୟ ଭ୍ରମଣରେ ସ୍ୱାମୀ ଯାଇଥିବା ବେଳେ ଘରେ ଥିବା ଏକୁଟିଆ ବୟସ୍କା ମହିଳାଙ୍କୁ ଟାର୍ଗେଟ କଲେ ଦୁର୍ବୃତ୍ତ। ଏପରିକି ଘରେ ପଶିବା ସହ ମହିଳାଙ୍କ ବେକ କାଟି ହତ୍ୟା କଲେ। ଏପରି ଚାଞ୍ଚଲ୍ୟକର ଘଟଣା ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମପୁର