ଲକ୍ଷ୍ନୌ,୧୦/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲକ୍ଷ୍ନୌରେ ଉତ୍ତରପ୍ରଦେଶ ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଘାଟନ୍ କରିଛନ୍ତି। ଏହି ୩ ଦିନିଆ ଉତ୍ସବରେ ଅନେକ ମନ୍ତ୍ରୀରୁ ନେଇ ବହୁ ଅଗ୍ରଣୀ ଶିଳ୍ପପତି ପର୍ୟ୍ୟନ୍ତ ଯୋଗ ଦେଇପାରନ୍ତି।ୟୁପି ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଦେଶ୍ୟ ହେଉଛି