ଭୁବନେଶ୍ୱର,୧/୧୦: କୋଭିଡ କଟକଣା ଭିତରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ସମ୍ମୁଖରେ ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି।ବିଧାନସଭା ସାମ୍ନା ପିଏମ୍ଜି ଛକରେ ଜଣେ ଯୁବକ ହଠାତ୍ ସେଠାରେ ନିଜ ମା’ଙ୍କ ସହ ପହଞ୍ଚିଥିଲେ। ଏହାପରେ ନିଜ ମା’ଙ୍କ ବେକରେ