କଟକ, ୨୧/୧୦: ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗୁରୁବାର ପ୍ରକାଶ ପାଇଥିବା କଟକଣା ସଂପର୍କିତ ନୋଟିସ୍ ପ୍ରତ୍ୟାହୃତ ହୋଇଛି।ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ୍ ଜାରି କରିଥିଲେ। କର୍ତ୍ତୃପକ୍ଷ ସେଥିରେ