ଢେଙ୍କାନାଳ,୮/୨: ସାମାନ୍ୟ ବାଇକ୍ ପାଇଁ ରକ୍ତମୁଖା ସାଜିଲା ପୁଅ। ବାପାଙ୍କ ତଣ୍ଟିକୁ ବ୍ଲେଡରେ କାଟିଦେବା ସହ ପଥରରେ ଛେଚି ହତ୍ୟା କଲା। ତା’ପରେ ମୃତଦେହକୁ ପୋଡ଼ିବାକୁ ମଶାଣିକୁ ନେଉଥିଲା। ହେଲେ ବାଟରେ ମାଡ଼ିବସିଲା ପୁଲିସ୍। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ