ବଲାଙ୍ଗିର, ୧୦/୧୨ : ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ମିଳିଛି। ଟ୍ରାକ୍ ନିକଟରେ ଥିବା ଧାନ ବିଲରେ ରକ୍ତ ପଡ଼ିଥିବାରୁ ଯୁବକଙ୍କୁ ହତ୍ୟା