Indus Valley Times

ଆକ୍ସନ ମୁଡରେ ଭିଜିଲାନ୍ସ; ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଚଢ଼ାଉ

 Breaking News

ଆକ୍ସନ ମୁଡରେ ଭିଜିଲାନ୍ସ; ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଚଢ଼ାଉ

August 16
11:12 2024

ଭୁବନେଶ୍ୱର,୧୬/୮: କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। କେନ୍ଦ୍ରାପଡ଼ାରେ ତାଙ୍କ କାର‌୍ୟ୍ୟାଳୟ, କଟକସ୍ଥିତ କଲ୍ୟାଣୀନଗର ଏବଂ ଭୁବନେଶ୍ୱରର ଲିଙ୍ଗିପୁର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ଚଢ଼ାଉ ଜାରି ରହିଥିବାରୁ ପ୍ରଦୀପଙ୍କର କେତେ ଟଙ୍କାର ସମ୍ପତ୍ତି ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ରେଡ୍ ସରିବା ପରେ ହିଁ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031