Indus Valley Times

ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଲେ ଫେରାର ମନୋଜ ପଣ୍ଡା

 Breaking News

ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଲେ ଫେରାର ମନୋଜ ପଣ୍ଡା

ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଲେ ଫେରାର ମନୋଜ ପଣ୍ଡା
October 02
13:33 2022

ଭୁବନେଶ୍ୱର, ୨/୧୦: ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ । ଓଡିଶା ହୋମ କମର୍ସିଆଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ନିର୍ଦ୍ଦେଶକ ଗିରଫ ହୋଇଛନ୍ତି । ଗିରଫ ନିର୍ଦ୍ଦେଶକଙ୍କ ନାମ ମନୋଜ ପଣ୍ଡା ।
ଖବର ଅନୁଯାୟୀ, ଗତ କିଛି ତଳେ ମନୋଜ ବିରୁଦ୍ଧରେ ଲୁକ ଆଉଟ ସରକୁଲାର ଜାରି କରିଥିଲା ଇଓଡ଼ବ୍ଲ୍ୟୁ । ଆପାର୍ଟମେଂଟ ଓ ଫ୍ଲାଟ ଦେବା ନାଁରେ ୨୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଫ୍ଲାଟ ଓ ଆପାର୍ଟମେଂଟ ଦେବାକୁ କହି ଟଙ୍କା ନେଇଥିଲା ।
୨୦୧୩ ରୁ ୨୦୧୬ ମଧ୍ୟରେ ୪୨ ଜଣଙ୍କ ଠାରୁ ୨୦ କୋଟି ନେଇଥିଲା ସଂସ୍ଥା । ୨୦୧୮ ମସିହାରେ ଫ୍ଲାଟ ଦେବାକୁ କହିଥିଲେ । ଟଙ୍କା ପାଇବା ପରେ ଛୁ ମାରିଥିଲେ ମନୋଜ ପଣ୍ଡା । ଟଙ୍କା ଦେଇଥିବା ଜମାକାରି ଇଓଡ଼ବ୍ଲ୍ୟୁ ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡ଼ବ୍ଲ୍ୟୁ । ଆଉ ଏବେ ଫେରାର ଠକକୁ ବାନ୍ଧିଲା ଇଓଡ଼ବ୍ଲ୍ୟୁ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031