Indus Valley Times

କାଲେଶ୍ବର ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

 Breaking News

କାଲେଶ୍ବର ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ

କାଲେଶ୍ବର ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ
February 20
07:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୨ : ଗୁରୁବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପୋଲିସ୍ ଦ୍ବାରା କାଲେଶ୍ବର୍ ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୋଲିସ୍ ପକ୍ଷରୁ କାଲେଶ୍ବର୍ ଗ୍ରାମ ନିକଟରେ ଚଢାଉ କରା ଯାଇଥିଲା । ସେହି ସ୍ଥାନରୁ ୧୨୫ କେଜି ଗଞ୍ଜେଇ ଜବତ କରି ବାବୁଲି ମଲ୍ଲିକ ନାମକ ଜନୈକ ଯୁବକଙ୍କୁ ଗିରଫ କରିଥିଲା ।
ଏ ସମ୍ପର୍କରେ ବୌଦ୍ଧ ଥାନାରେ ଘଊଚଝ ଆକ୍ଟରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031