Indus Valley Times

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

 Breaking News

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ
March 11
09:51 2023

ମାଲକାନାଗିରି,୧୧/୩: କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଘଟଣାରେ ଫରେଷ୍ଟର ଏବଂ ରେଞ୍ଜର ନିଲମ୍ବିତ ହୋଇଛନ୍ତି।
ଫରେଷ୍ଟର ଏବଂ ରେଞ୍ଜରଙ୍କୁ ନିଲମ୍ବିତ କଲେ ଜୟପୁର ବନଖଣ୍ଡ ଅଧିକାରୀ। ନିଲମ୍ବିତ ହୋଇଥିବା ଦୁଇଜଣ ଅଧିକାରୀ ହେଉଛନ୍ତି କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା ରେଞ୍ଜର ଦୁର୍ଗାପ୍ରସାଦ ନାୟକ।
କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଅଭିଯୋଗରେ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031