Indus Valley Times

ଜଳ ସେଚନ ବଙ୍ଗଳା ଠାରେ ମହାନଦୀର ଜଳ ସ୍ତର ମାପକ ଗଜ୍ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

 Breaking News

ଜଳ ସେଚନ ବଙ୍ଗଳା ଠାରେ ମହାନଦୀର ଜଳ ସ୍ତର ମାପକ ଗଜ୍ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

ଜଳ ସେଚନ ବଙ୍ଗଳା ଠାରେ ମହାନଦୀର ଜଳ ସ୍ତର ମାପକ ଗଜ୍ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ
July 27
09:52 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୭ : ଶନିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ବୌଦ୍ଧ ଜଳ ସେଚନ ବିଭାଗ ପରିଦର୍ଶନ ବଙ୍ଗଳା ନିକଟରେ ମହାନଦୀ କୂ ଳରେ ଥିବା ଜଳ ସେଚନ ବିଭାଗ ପକ୍ଷରୁ ମହାନଦୀର ବନ୍ୟା ଜଳ ମାପକ ଗଜ୍ ପରିଦର୍ଶନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ।
ବୌଦ୍ଧ ଠାରେ ମହାନଦୀରେ ବର୍ଷା ଜଳ ପ୍ରବାହିତ ହୋଇ ଜଳ ସ୍ତର ବୃଦ୍ଧି ପାଉଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଧାନ ନିଜେ ପହଞ୍ଚି ପରିଦର୍ଶନ କରିଥିଲେ । ବୌଦ୍ଧ ଠାରେ ବିପଦ ସଂକେତ ରେଖାର ବହୁ ତଳେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଅପରାନ୍ହ ୫ ଘଣ୍ଟା ସୁଦ୍ଧା ବୌଦ୍ଧ ଠାରେ ୫୭୫୩୬୪ ଘନ ଫୁଟ୍ ଜଳ ପ୍ରବାହିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31