Indus Valley Times

ନୟାଗଡ଼ : ଧନ୍ୟବାଦ ନୟାଗଡ଼ ପୋଲିସ

 Breaking News

ନୟାଗଡ଼ : ଧନ୍ୟବାଦ ନୟାଗଡ଼ ପୋଲିସ

October 30
21:50 2024

ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୧୦ : ନୟାଗଡ଼ ସହର ଦେବୋତ୍ତର କଲୋନୀର ୪ର୍ଥ ଲେନର ଶିବପ୍ରସାଦ ସାହୁଙ୍କ ଘରୁ ଦିନ ଦ୍ବିପହରେ କେହି ନଥିବା ବେଳେ ଚୋର ବୁଲେଇଥିଲେ କଳାକନା। ଏହି ଚୋରୀକୁ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ତାହାକୁ ନେଇ ତତ୍ପରତା ଦେଖାଇଥିଲା ନୟାଗଡ଼ ପୋଲିସ। ଏବଂ ଲେଙ୍କୁଡ଼ିପଡା ଗ୍ରାମର ରଶ୍ମିଲତା ରଥ ନୟାଗଡ଼ ରେଲୱେ ଷ୍ଟେସନରୁ ଆସୁଥିବା ବେଳେ ତାଙ୍କ ବେକରୁ ଗୋଟିଏ ଚେନ ଚୋରୀ କରିଥିଲେ ଦୁର୍ବୁତ୍ତ। ଏହାକୁ ନେଇ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା।
ଯାହାଫଳରେ ଖୁବ କମ ଦିନରେ ଚୋରୀ ହୋଇଥିବା ସମସ୍ତ ସୁନା ଗହଣା ଫେରି ପାଇଲେ ଅଭିଯୋଗକାରୀ ଶିବପ୍ରସାଦ ସାହୁ ଏବଂ ଲେଙ୍କୁଡ଼ିପଡା ଗ୍ରାମର ରଶ୍ମିଳତା ରଥ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930