Indus Valley Times

ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

 Breaking News

ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ

ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ ଛୋଟ ଛୋଟ ଉଠା ଦୋକାନୀ
October 09
09:42 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୯/୧୦ : ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ ଏହା ମଧ୍ୟରେ ସାମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଙ୍କୁ ଟାର୍ଗେଟରେ ରଖିଥିବା ବିଷୟ ଶୁଣିବାକୁ ମିଳିଛି।
କଟକ ଜଗତପୁର ଅଞ୍ଚଳର କିଛି ଯୁବକ କନ୍ଧମାଳ ଜିଲ୍ଲାର କିଛି ବେକାର ଯୁବକ ମାନଙ୍କୁ ଧରି ଟଙ୍କାର ପ୍ରଲୋଭାନ ଦେଖାଇ ଜଙ୍ଗଲ ମଧ୍ୟରେ ନକଲି ନୋଟ ବଜାରରେ ଛାଡିବାକୁ ଯୋଜନା କରିବା ସହ ଟ୍ରାଏଲ ବିଶେଷରେ ୧୦୦,୨୦୦ , ୫୦୦ ଟଙ୍କିଆ ନକଲି ନୋଟ କିଛି ପରିମାଣରେ ବଜାରକୁ ଛାଡିଥିବା ଖବର ମଧ୍ୟ ମିଳିଛି।
ଏଥି ପ୍ରତି ଅଞ୍ଚଳର ସମସ୍ତ ବ୍ୟବସାୟୀ ନଜର ରଖିବା ସହ ଏ ସମ୍ପର୍କରେ ଖବର ପାଇଲେ ସଙ୍ଗେ ସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନରେ ଜଣାଇବାକୁ ଅନୁରୋଧ କମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି ।
ନୋଟ ମାଫିଆ। ସରାଯାଇଛି ।
ଏ ନେଇ ପୋଲିସ ବିଭାଗ ତରଫରୁ ମଧ୍ୟ ସମଗ୍ର ଜିଲ୍ଲାରେ କଡା ନଜର ରଖାଯାଇଥିବା ବିଷୟ ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31