Indus Valley Times

ବାଣ ଭିଡୁଥିବାବେଳେ ଜଣେ ଆହତ, ଖଣ୍ଡ ଖଣ୍ଡ ହୋଇଗଲା ହାତ ପାପୁଲି,ମେଡିକାଲରେ ଭର୍ତ୍ତି

 Breaking News

ବାଣ ଭିଡୁଥିବାବେଳେ ଜଣେ ଆହତ, ଖଣ୍ଡ ଖଣ୍ଡ ହୋଇଗଲା ହାତ ପାପୁଲି,ମେଡିକାଲରେ ଭର୍ତ୍ତି

ବାଣ ଭିଡୁଥିବାବେଳେ ଜଣେ ଆହତ, ଖଣ୍ଡ ଖଣ୍ଡ ହୋଇଗଲା ହାତ ପାପୁଲି,ମେଡିକାଲରେ ଭର୍ତ୍ତି
October 28
14:07 2024

ଗଞ୍ଜାମ, ୨୮/୧୦ : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଲେମ୍ଭେଇ ଗାଁରେ ବାଣ ଫୁଟି ବିସ୍ପୋରଣ ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ ଲେମ୍ଭେଇ ଗାଁର ଶଙ୍କର ପାତ୍ର।
ଆଗକୁ ଦୀପାବଳି ଥିବାରୁ ଶଙ୍କର ବାଣ ତିଆରି କରିବା ସହ ବଜାରରୁ ବାଣ କିଣି ଆଣି ଗାଁରେ ବିକ୍ରି କରୁଥିଲେ। ଆଜି ସେ ଏକ ନଡ଼ିଆ ବାଣ ଭିଡୁ ଥିବାବେଳେ ବିସ୍ପୋରଣ ହୋଇଥିଲା। ଶଙ୍କରଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇଛନ୍ତି।
ପଡୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଆଣି ଭର୍ତ୍ତି କରିଥିଲେ। ଶଙ୍କରଙ୍କ ପରିବାର ଲୋକେ ଘରେ କେହି ନଥିବା ଜଣାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031