Indus Valley Times

ବି କେ ରତନ ମୋହିନୀଙ୍କ ଶ୍ରଦ୍ଧାଞ୍ଜଳି ସଭା

 Breaking News

ବି କେ ରତନ ମୋହିନୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ବି କେ ରତନ ମୋହିନୀଙ୍କ ଶ୍ରଦ୍ଧାଞ୍ଜଳି ସଭା
April 24
17:19 2025

ବରଦା ଦାସଙ୍କ ରିପୋର୍ଟ
କଟକ, ୨୪/୪ : ୧୦୧ ବର୍ଷ ବୟସରେ ଆନ୍ତର୍ଜାତିକ ବି କେ କେନ୍ଦ୍ର ର ମୁଖ୍ୟ ରତନ ମୋହିନୀ ଶରୀର ତ୍ୟାଗ କରିଥିଲେ ।
ବକ୍ସି ବଜାର ବି କେ କେନ୍ଦ୍ର ରେ ଆଜି ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇ ବିକେ ରତନ ମୋହିନୀ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ତାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ବି କେ ଝୁନୁ,ବରଦା ,ନଗେନ୍ଦ୍ର,ଅରବିନ୍ଦ, ରତ୍ନାକର,ରମେଶ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ମୃତି ଚାରଣ କରିଥିଲେ ।
ତାଙ୍କୁ ଲକ୍ଷ୍ମୀ ରୁ ରତନ ମୋହନ ନାମ କରଣ କରାଯାଇଥିଲା । ସେ ସରଳ ପ୍ରକୃତିର ଓ ଜ୍ଞାନୀ ଆତ୍ମା ଥିଲେ । ବିଶ୍ଵ ର ଜର୍ମାନ,ଲଣ୍ଡନ,ଆମେରିକା ରେ ସେ ସେବା ଦେଇଥିଲେ । ବି କେ ଝୁନୂ ସଭା ପରିଚାଳନା ପରେ ସମସ୍ତେ ବ୍ରହ୍ମା ଭୋଜନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031